ଆଜି ଚନ୍ଦ୍ରଭାଗା ମାଘମେଳା

ଆଜି ଚନ୍ଦ୍ରଭାଗା ମାଘମେଳା

photonews.in

କୋଣାର୍କ : ଆଜି କୋଣାର୍କ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ଼ ଓ ମେଳା। ମାତ୍ର କୋଭିଡ୍‌ କଟକଣା ଓ ୧୪୪ ଧାରା ଲାଗୁ ଯୋଗୁ ଏଥର ତୀର୍ଥ ପୁଷ୍କରିଣୀରେ ସର୍ବସାଧାରଙ୍କ ବୁଡ଼ ଉପରେ କଟକଣା ଲଗାଯାଇଛି। ତେଣୁ ପ୍ରଶାସନ ପକ୍ଷରୁ ତୀର୍ଥ ପୁଷ୍କରିଣୀ ଚାରିପଟେ ବାରିକେଡ୍‌ ଦିଆଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କୋଣାର୍କରେ ବିଭିନ୍ନ ସ୍ଥାନରୁ ପୁଲିସ କର୍ମଚାରୀମାନେ ଆସି ପହଞ୍ଚି ସାରିଛନ୍ତି। ସେମାନେ ଆଜି ସନ୍ଧ୍ୟାରୁ କୋଣାର୍କର ବିଭିନ୍ନ ପ୍ରବେଶ ପଥରେ ଚେକିଂ କରିବା ଆରମ୍ଭ କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe