ବରିଷ୍ଠ କଂଗ୍ରେସ ନେତା ଚେଲ୍ଲା କୁମାରଙ୍କ ହିଞ୍ଜିଳିକାଟୁ ଗସ୍ତ

Advertisment
ବରିଷ୍ଠ କଂଗ୍ରେସ ନେତା ଚେଲ୍ଲା କୁମାରଙ୍କ ହିଞ୍ଜିଳିକାଟୁ ଗସ୍ତ

ବ୍ରହ୍ମପୁର: ହିଞ୍ଜିଳିକାଟୁ କଂଗ୍ରେସ ପକ୍ଷରୁ ମହାତ୍ମା ଗାନ୍ଧୀ ତିରୋଧାନ ଦିବସ ପାଳିତ ହେଇଯାଇଛି। ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ଚେଲ୍ଲା କୁମାର ହିଞ୍ଜିଳିକାଟୁ ଗସ୍ତ କରିଥିଲେ। ଓଡିଶା କଂଗ୍ରେସର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କଂଗ୍ରେସର ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀ ପ୍ରମୁଖ ଏକ ବାଇକ ରାଲି କରି ହିଞ୍ଜିଳିକାଟୁ ଆରଏମସି ନିକଟରୁ ବାହରି ହିଞ୍ଜିଳିକାଟୁରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ହିଞ୍ଜିଳି ନିକଟରେ ଥିବା ମା’ ଶ୍ୟାମଲାୟୀ ଦର୍ଶନ କରିଥିଲେ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe