ସଂଧ୍ୟା ୬ଟାରେ ଛତିଶାନିଯୋଗ ବୈଠକ: ସ୍ନାନପୂର୍ଣ୍ଣମା ଓ ରଥଯାତ୍ରାକୁ ନେଇ ହେବ ଆଲୋଚନା

ବୁଧବାର ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ସ୍ନାନପୂର୍ଣ୍ନିମା ଓ ରଥଯାତ୍ରାକୁ ନେଇ ଆଜି ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହେବ। ସଂଧ୍ୟା ୬ଟାରେ ଭକ୍ତନିବାସରେ ବସିବ ଏହି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଛତିଶାନିଯୋଗ ବୈଠକ। ସ୍ନାନପୂର୍ଣ୍ଣମା ନୀତିକାନ୍ତି ଓ ପ୍ରସ୍ତୁତି ସହ ଶୃଙ୍ଖଳିତ ରଥଯାତ୍ରା ଉପରେ ଏଥିରେ ଆଲୋଚନା ହେବ ବୋଲି ଜଣାଯାଇଛି। ସ୍ନାନପୂର୍ଣ୍ଣମା ନୀତିନିର୍ଘଣ୍ଟକୁ ଅନୁମୋଦନ କରିବ ଛତିଶାନିଯୋଗ।

ଅଣସର ୧୩ଦିନ ପଡ଼ୁଥିବାରୁ ରଥଯାତ୍ରା ଶୃଙ୍ଖଳିତ କରିବାକୁ ଏହି ବୈଠକରେ ଆଲୋଚନା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe