ଯାତ୍ରା ନାଟ୍ୟକାର ଅନନ୍ତ ଓଝାଙ୍କର ଚିକିତ୍ସା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମିଳିଲା ୧ଲକ୍ଷ ଟଙ୍କା

Advertisment
ଯାତ୍ରା ନାଟ୍ୟକାର ଅନନ୍ତ ଓଝାଙ୍କର ଚିକିତ୍ସା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମିଳିଲା ୧ଲକ୍ଷ ଟଙ୍କା

ଭୁବନେଶ୍ୱର: ବିଶିଷ୍ଟ ଯାତ୍ରା ନାଟ୍ୟକାର ଅନନ୍ତ ଓଝାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ଲକ୍ଷ ଟଙ୍କାର ସହାୟତା ରାଶି ମଞ୍ଜୁର କରିଛନ୍ତି। ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ଯାତ୍ରା ନାଟ୍ୟକାର ଅନନ୍ତ ଓଝା କର୍କଟ ରୋଗରେ ପୀଡିତ ହୋଇ ଚକିତ୍ସିତ ହେଉଛନ୍ତି। ଏହି ସହାୟତା ରାଶି ପୂର୍ବରୁ ଓଝାଙ୍କୁ ରାଜ୍ୟ ସଂସ୍କୃତି ବିଭାଗର କଳାକାର ରିଲିଫ ପାଣ୍ଠିରୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe