୧୫ରେ ଚିଲିକା ଉଦ୍ଭିଦ ସମ୍ପଦ ଗଣନା

Advertisment
୧୫ରେ ଚିଲିକା ଉଦ୍ଭିଦ ସମ୍ପଦ ଗଣନା

ଭୁବନେଶ୍ବର : ଚିଲିକାର ଉଦ୍ଭିଦ ଓ ପ୍ରାଣୀ ସମ୍ପଦ ଗଣନା ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବ। ୪ର୍ଥ ଥର ପାଇଁ ହେବାକୁ ଯାଉଥିବା ଏହି ଗଣନା କାର୍ଯ୍ୟ‌ରେ ୧୦୦ ଜଣ ବ୍ୟକ୍ତି ନିୟୋଜିତ ହେବେ। ତାହାକୁ ଦୃଷ୍ଟିରେ ରଖି ୧୫ ତାରିଖ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚିଲିକାରେ ବୋଟ୍‌ ଚଳାଚଳ ବନ୍ଦ ରହିବ। ସମସ୍ତ ବୋଟ୍‌ ମାଲିକ ସଂଘ ଓ ପିଏଫ୍‌ସିଏସ୍‌ ସଦସ୍ୟମାନେ ଏହି ସମୟରେ ସହଯୋଗ କରିବାକୁ ସିଡିଏ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe