ଚିଟଫଣ୍ଡ କମିସନଙ୍କ ଅନ୍ତରୀଣ ରିପୋର୍ଟ ଦାଖଲ: ୧ ଲକ୍ଷ ୩୬ ହଜାର ୨୭ ଜଣ କ୍ଷୁଦ୍ର ଜମାକାରୀ ଚିହ୍ନଟ

Advertisment
କେନ୍ଦୁଝର ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ପଦ୍ମଶ୍ରୀ ଦୈତାରୀ ନାଏକ: ମହିଳାଙ୍କୁ ଠକିଛି ଚିଟ୍‌ଫଣ୍ଡ ସଂସ୍ଥା ‘ବାତ୍ସଲ୍ୟ’

ଭୁବନେଶ୍ୱର: ଚିଟଫଣ୍ଡର ତଦନ୍ତ କରୁଥିବା ଜଷ୍ଟିସ ଏମ.ଏମ. ଦାଶ କମିସନ ଶୁକ୍ରବାର ଅନ୍ତରୀଣ ରିପୋର୍ଟ ଦାଖଲ କରିଛନ୍ତି। ରିପୋର୍ଟରେ ୧ ଲକ୍ଷ ୩୬ ହଜାର ୨୭ ଜଣ କ୍ଷୁଦ୍ର ଜମାକାରୀ ଚିହ୍ନଟ କରିଛନ୍ତି। ଏଯାବତ ମୋଟ ୪ ଲକ୍ଷ ୯୭ ହଜାର ୮୪୪ ଜମାକାରୀ ଚିହ୍ନଟ ହୋଇଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି। ୧୯୩୧ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଥିବା ବେଳେ ୪୨୧ଟି କମ୍ପାନୀ ଚିହ୍ନଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe