ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥାର ଜମାକାରୀଙ୍କୁ ମିଳିବ ଟଙ୍କା , ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତଙ୍କ ରାୟ

Advertisment
ଚିଟଫଣ୍ଡ ତଦନ୍ତକୁ ଭୁଲିଗଲେ ସରକାର, ୩ ମାସ ହେଲା ସ୍ଥିତି ଅସ୍ପଷ୍ଟ

ଭୁବନେଶ୍ବର : ଚିଟ ଫଣ୍ଡ ଜମାକାରୀଙ୍କ ପାଇଁ ଏକ ଭଲ ଖବର । ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥାର ୨ ଲକ୍ଷ ୩୮ ହଜାର ୪୭୭ ଜମାକାରୀଙ୍କୁ ଟଙ୍କା ଫେରାଇବାକୁ କଟକ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତଙ୍କ ରାୟ ଶୁଣାଇଛନ୍ତି । ଅନଲାଇନ ମାଧ୍ୟମରେ ଜମାକାରୀଙ୍କୁ ୯୨ କୋଟି ୮ ଲକ୍ଷ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆରଆଇ ଓ ପଞ୍ଚାୟତ ସ୍ତରରେ ଚିହ୍ନଟ ଅନୁସାରେ ଜମାକାରୀ ଟଙ୍କା ପାଇବେ । ଏହି ରାଶି ଅନଲାଇନରେ  ଜମାକାରୀଙ୍କ ଆକାଉଣ୍ଟରେ  ଜମା ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe