ରାଜ୍ୟ Latest ଓଡ଼ିଶା ବିଧାନସଭାର ସରକାରୀ ଦଳର ଉପମୁଖ୍ୟ ସଚେତକ ହେଲେ ରୋହିତ ପୂଜାରୀ Advertisment September 23, 2019, 12:35 PM IST 23 Sep 2019 12:35 IST Sambad Digital Follow Us ଭୁବନେଶ୍ୱର: ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ରୋହିତ ପୂଜାରୀଙ୍କୁ ଓଡ଼ିଶା ବିଧାନସଭାର ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ପୂଜାରୀଙ୍କ ପୂର୍ବରୁ ଶ୍ରୀ ପ୍ରଣବ ବଳବନ୍ତ ରାୟ ଏହି ପଦବୀରେ ଥିଲେ।