ସୁବ୍ରତ ବାଗ୍‌ଚୀଙ୍କୁ ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ

Advertisment
୬୫ ବର୍ଷରେ ପାଠ ପଢ଼ିବେ ସୁବ୍ରତ ବାଗ୍‌ଚି: ଏଲ୍‌ଏଲ୍‌ବି ଷଷ୍ଠ ସେମିଷ୍ଟର ପରୀକ୍ଷା ଦେବେ, ୨୮ ବର୍ଷର ଶିକ୍ଷକ ତାଙ୍କୁ ଗାଇଡ୍ କରୁଛନ୍ତି

DNA India

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସୁବ୍ରତ ବାଗ୍‌ଚୀଙ୍କୁ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ସୁବ୍ରତ ବାଗ୍‌ଚୀଙ୍କୁ କ୍ୟାବିନେଟ୍‌ ପାହ୍ୟା ଭଳି ସୁବିଧା ମିଳିବ।

ମୁଖ୍ୟମନ୍ତ୍ରୀ ନବୀନଙ୍କ ଯୁଗ୍ମ ସଚିବ ଭାବେ ଆଦିତ୍ୟ ମହାପାତ୍ରଙ୍କୁ ଦାୟିତ୍ୱ ମିଳିଛି। ସେ ବୈଦ୍ୟୁତିକ ଓ ଆଇଟି ବଭାଗ ସହ ଅତିରିକ୍ତ ଭାବେ ଦାୟିତ୍ୱ ତୁଲାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe