ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ୪ଜଣ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା: ବିଜେପି ନେତା ହତ୍ୟା ଘଟଣାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୪ଜଣଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ନିଯୁକ୍ତି ଦେଇଛନ୍ତି। ଏହି କ୍ରମରେ ଗଜପତି ଜିଲ୍ଲା ପାଇଁ ଅର୍ନ୍ତୟାମୀ ଗମାଙ୍ଗ, ସୁନ୍ଦରଗଡ଼ ପାଇଁ ସନ୍ତୋଷ ଅମାତ, ରାୟଗଡ଼ା ପାଇଁ ଜଗନ୍ନାଥ ନନ୍ଦରୁକା ଓ ମୟୁରଭଞ୍ଜ ପାଇଁ ଡାକ୍ତର ଦେବାଶିଷ ମରାଣ୍ଡିଙ୍କୁ ନିଯୁକ୍ତି ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe