ବିଦେଶ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୨ରେ ପଦ୍ମପୁର ଆସିବେ ମୁଖ୍ୟମନ୍ତ୍ରୀ

Oneindia Tamil

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ ଦିନିଆ ବିଦେଶ ଗସ୍ତ ସାରି ଗୁରୁବାର ରାତିରେ ଭୁବନେଶ୍ବର ପହଞ୍ଚିଛନ୍ତି। ସେ ଦୁବାଇରୁ ନୂଆଦିଲ୍ଲୀ ଓ ସେଠାରୁ ଭୁବନେଶ୍ବର ଫେରିଛନ୍ତି। ଆଜି ସେ ପୁରୀ ଯିବେ ଓ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବା ସହ ଆଶୀର୍ବାଦ ଲୋଡ଼ିବେ ବୋଲି ଜଣାପଡ଼ିଛି।

ଜୁନ୍‌ ୨୦ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଦେଶ ଗସ୍ତରେ ଯାଇଥିଲେ। ଇଟାଲିର ରୋମ୍‌ରେ ଡବ୍ଲୁଏଫ୍‌ପିର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପୋପ୍‌ଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ସେଠାରୁ ସେ ଦୁବାଇ ଫେରି ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇଥିଲେ। ଉଭୟ ରୋମ୍ ଓ ଦୁବାଇରେ ସେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe