ଉପନିର୍ବାଚନ ପାଇଁ ଜାରି ଆଦର୍ଶ ଆଚରଣ ବିଧି ଉଠିଲା

Advertisment
ପିପିଲି ଉପନିର୍ବାଚନ ପାଇଁ ଆମେ ପ୍ରସ୍ତୁତ: ସିଇଓ

Odisha Sun Times

ଭୁବନେଶ୍ବର : ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଜାରି ରହିଥିବା ଆଦର୍ଶ ଆଚରଣ ବିଧିକୁ ହଟାଯାଇଛି। ଭାରତ ନିର୍ବାଚନ କମିସନଙ୍କ ଆଦେଶ ଅନୁସାରେ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲାପାଳ ତଥା ଉଭୟ ଜିଲ୍ଲାର ରିଟର୍ଣ୍ଣିଂ ଅଧିକାରୀଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଜାରି କରିଛନ୍ତି। ଏଣିକି ଉଭୟ ଜିଲ୍ଲାରେ ସରକାରୀ କାର୍ଯ୍ୟକ୍ରମ, ସଭା, ସମିତି ଓ ଘୋଷଣା ପାଇଁ ଆଉ କୌଣସି ବାରଣ ରହିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe