ପରୀକ୍ଷା ଦେଉଥିବାବେଳେ କଲେଜ ଛାତ୍ରଙ୍କ ମୃତ୍ୟୁ

Advertisment
ପରୀକ୍ଷା ଦେଉଥିବାବେଳେ କଲେଜ ଛାତ୍ରଙ୍କ ମୃତ୍ୟୁ

jagran.com

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବଣାଇ କଲେଜରେ ପରୀକ୍ଷା ଚାଲିଥିବା ବେଳେ ହଠାତ୍ ଜଣେ ଛାତ୍ର ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।.ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଯୁକ୍ତଦୁଇ ବିଜ୍ଞାନର ଏମ ଆଇ ଏଲ ପରୀକ୍ଷା ଚାଲିଥିଲା।

ମୃତ ଛାତ୍ର ହେଲେ ଏମଡି ଆରବାଜ଼। ତାଙ୍କ ଘର ଲହୁଣୀପଡା ଥାନାର ଜୁନିଅନୀରେ ବୋଲି କଲେଜର ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଛାତ୍ରଙ୍କ ମୃତ୍ୟୁ ହେବା ପରେ କଲେଜରେ  ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe