ଯାଆଁଳା ଫାଣ୍ଡିରୁ କଙ୍କାଳ ଜବତ ଘଟଣା, ରାଜ୍ୟ ବାହାରକୁ ପୋଷ୍ଟର୍‌ ପଠାଇଲା କମିସନରେଟ ପୁଲିସ୍

Advertisment
ଯାଆଁଳା ଫାଣ୍ଡିରୁ କଙ୍କାଳ ଜବତ ଘଟଣା, ରାଜ୍ୟ ବାହାରକୁ ପୋଷ୍ଟର୍‌ ପଠାଇଲା କମିସନରେଟ ପୁଲିସ୍

image source-Latest Odisha News

ଭୁବନେଶ୍ୱର: ଯାଆଁଳା ଫାଣ୍ଡିରୁ କଙ୍କାଳ  ଜବତ ଘଟଣାରେ କମିସନରେଟ ପୁଲିସ୍‌ ରାଜ୍ୟ ବାହାରକୁ ପୋଷ୍ଟର୍‌ ପଠାଇଛି। ପୋଷ୍ଟର ପଠାଯାଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ରହିିଛି ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼। କମିସନରେଟ୍‌ ପୁଲିସ୍‌ ଏ ନେଇ ୪ ରାଜ୍ୟର ଏଡିଜିଙ୍କ ସହ କଥା ହୋଇଥିବା ସୂଚନା ରହିଛି।

କେବଳ ସେତିକି ନୁହେଁ, ଏସ୍‌ସିଆର୍‌ବି ୱେବ୍‌ସାଇଟ୍‌ରେ ମଧ୍ୟ କଙ୍କାଳର ସ୍କେଚ ଜାରି କରାଯାଇଛି। ପୋଷ୍ଟ୍‌ର ମାରିବା ପରେ ପୁଲିସ୍‌କୁ ୫୦୦ରୁ ଅଧିକ କଲ୍‌ ମିଳି ସାରିଲାଣି। କଙ୍କାଳଟି ଖୋର୍ଦ୍ଧା ଅଞ୍ଚଳର ଜଣେ ମହିଳାଙ୍କର ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe