ଲନ୍‌ ବଲ୍‌ ପାଇଁ ମନୋନୀତ ଖେଳାଳିଙ୍କୁ ଜିଲ୍ଲାପାଳଙ୍କ ଶୁଭେଚ୍ଛା

Advertisment
ଲନ୍‌ ବଲ୍‌ ପାଇଁ ମନୋନୀତ ଖେଳାଳିଙ୍କୁ ଜିଲ୍ଲାପାଳଙ୍କ ଶୁଭେଚ୍ଛା

ସମ୍ବଲପୁର : ରାଜ୍ୟ ସ୍ତରୀୟ ଲନ୍‌ ବଲ ପ୍ରତିଯୋଗିତା ପାଇଁ ସମ୍ବଲପୁର ଜିଲ୍ଲାର ୧୬ ଜଣ ଖେଳାଳି ମନୋନୀତ ହୋଇଛନ୍ତି। ଏପ୍ରିଲ୍‌ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଜବାହରଲାଲ ନେହେରୁ ଇନଡୋର୍‌ ଷ୍ଟାଡିୟମ୍‌ରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଏହି ଖେଳାଳିମାନେ ଅଂଶଗ୍ରହଣ କରିବେ। ମନୋନୀତ ଖେଳାଳିମାନଙ୍କୁ ବୁଧବାର ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସାକ୍ଷାତ କରିବା ସହ ଶୁଭେଚ୍ଛା ଡଣାଇଛନ୍ତି। ଲନ ବଲ୍‌ର ସଦସ୍ୟ ବି. ଅଞ୍ଜଳି ରାଓ, ରଶ୍ମିତା ପୁରୋହିତ, ସୀମା ରାନୀ, ବି. ପ୍ରିୟଙ୍କା ରାଓ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe