ଭୁବନେଶ୍ବର: କଂଗ୍ରେସ ପକ୍ଷରୁ ଗୁରୁବାର ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁଙ୍କୁ ଦଳ ଟିକେଟ ଦେଇଥିବାବେଳେ ସତ୍ୟବାଦୀରୁ ମନୋଜ ରଥଙ୍କୁ ଟିକେଟ ଦେଇଛି। ସେହିପରି ଭୁବନେଶ୍ବର ମଧ୍ୟ ଆସନରୁ ପ୍ରକାଶ ଜେନା ଏବଂ ଭୁବନେଶ୍ବର ଉତ୍ତରରୁ ଅଶୋକ ଦାସଙ୍କୁ ଦଳ ପକ୍ଷରୁ ଟିକେଟ ମିଳିଛି।
୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
Advertisment
Follow Us