Congress's ‘Gandhi Path Odisha‘ Pada Yatra begins
ମୋଟୁ: ମାଲକାନଗିରି ଜିଲ୍ଲାର ଶେଷ ସୀମା ମୋଟୁ ମୁଗି ପଏଣ୍ଟରୁ ଗୁରୁବାରଠାରୁ ଆରମ୍ଭ ହୋଇଛି। କଂଗ୍ରେସ ଦଳର ‘ଗାନ୍ଧୀ ପଥେ ଓଡ଼ିଶା’ ପଦ ଯାତ୍ରା। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ କଂଗ୍ରେସର ସମସ୍ତ ଆଗଧାଡିର ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।
ସଭାପତି ଭକ୍ତଚରଣ ଦାସ କହିଛନ୍ତି, ଏହି ୬,୫୦୦ କିଲୋମିଟର ପଦଯାତ୍ରା ମାଧ୍ୟମରେ ଆମେ ଆସନ୍ତା ଗୋଟିଏ ବର୍ଷ ମଧ୍ୟରେ ଓଡ଼ିଶାର ସମସ୍ତ ୩୧୪ ବ୍ଲକ୍ରେ ପହଞ୍ଚିବୁ।
ପିସିସି ସଭାପତି କହିଛନ୍ତି ନ୍ୟାୟ ଏବଂ ସମାନତାର ଲଢ଼େଇ ଏକ ଲଢ଼ିବା ଯୋଗ୍ୟ ଯୁଦ୍ଧ। ଆମେ ଏହି ଐତିହାସିକ ଯାତ୍ରା ଆରମ୍ଭ କରିଛୁ।
Follow Us