ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ସମ୍ବିଧାନ ବଚାଓ ଆନ୍ଦୋଳନ

Advertisment
ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ସମ୍ବିଧାନ ବଚାଓ ଆନ୍ଦୋଳନ

ଭବାନୀପାଟଣା: ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ନଫରତ ଛାଡ଼, ସମ୍ବିଧାନ ବଚାଓ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ପଦଯାତ୍ରା ଆଜି ଭବାନୀପାଟଣା ସହରରେ ପହଞ୍ଚିଥିବା ବେଳେ ଗାନ୍ଧୀଛକଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ଆନ୍ଦୋଳନରେ ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା କମିଟି ମଧ୍ୟ ସାମିଲ ହୋଇଥିଲା।

ଗତ ‌ଅକ୍ଟୋବର ୫ ତାରିଖରୁ ମୁନିଖୋଲଠାରୁ ପଦଯାତ୍ରା ଆରମ୍ଭ ହୋଇ ଆଜି ଭବାନୀପାଟଣାରେ ଶେଷ ହୋଇଥିଲା। ଆଦିବାସୀଙ୍କ ସୁରକ୍ଷା ଓ ସମ୍ବିଧାନ ବଚାଓ ଆନ୍ଦୋଳନରେ ବିଭିନ୍ନ ସାମାଜିକ କର୍ମୀମାନେ ଉଦବୋଧନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe