ରଙ୍ଗମାଟିଆ ଗାଁରେ ଛେଳି ମଡ଼କ

Advertisment
ରଙ୍ଗମାଟିଆ ଗାଁରେ ଛେଳି ମଡ଼କ

Reddit

ଦେବଗଡ଼: ତିଳେଇବଣୀ ବ୍ଲକ ରଙ୍ଗମାଟିଆ ଗ୍ରାମରେ ଛେଳି ମଡ଼କ ଦେଖାଦେଇଛି। ଛେଳିମାନଙ୍କ ଦେହରେ ଥଣ୍ଡାର ଲକ୍ଷଣ ଦେଖାଦେଉଛି। କିଛିଦିନ ପରେ ସେମାନଙ୍କ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି। ସରକାରୀ ଅଧିକାରୀଙ୍କ ପାଖରେ ଏନେଇ କୌଣସି ଖବର ନଥିବା ବେଳେ ଲୋକମାନେ ବେସରକାରୀ ଭାବେ ଚିକିତ୍ସା କରାଇ ଖର୍ଚ୍ଚାନ୍ତ ହେଉଥିବା ପ୍ରକାଶ କରିଛନ୍ତି।

ଏବେ ଛେଳି ମଡ଼କ ଯୋଗୁ ସମସ୍ତେ ହତାଶ ହୋଇପଡ଼ିଛନ୍ତି। ସୂଚନା ପାଇବା ପରେ ସଂପୃକ୍ତ ଅଞ୍ଚଳରେ ସ୍ବତନ୍ତ୍ର ଟିମ ଯାଇ ଚିକିତ୍ସା କରିବେ ବୋଲି ପ୍ରାଣୀ ବିଭାଗର ଉପନିର୍ଦେଶକ ଡା. ନିରୋଦ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe