ଶାକାହାରୀ ସହ କରୋନା ସଂକ୍ରମଣ‌ର ସଂପର୍କ ନାହିଁ

Advertisment
ଚୀନ‌ର ସାଣ୍ତଙ୍ଗ ବିଶ୍ବବିଦ୍ୟାଳୟର ଦାବି : କରୋନାଭୂତାଣୁର ସୃଷ୍ଟି ପ୍ରାକୃତିକ, କୃତ୍ରିମ ନୁହେଁ

image credit : biospace

ଭୁବନେଶ୍ବର : ଶାକାହାରୀ ବ୍ୟକ୍ତିମାନଙ୍କୁ କରୋନା ସଂକ୍ରମିତ କରିପାରୁ ନ ଥିବା ଏକ ପୋଷ୍ଟ ଟ୍ବିଟରରେ ଘୂରି ବୁଲୁଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଏହା କୁହାଯାଇଥିବା ପୋଷ୍ଟରେ ଉଲ୍ଲେଖ ରହିଛି। ମାତ୍ର ଏଭଳି ପୋଷ୍ଟରେ କୌଣସି ସତ୍ୟତା ନାହିଁ। କିମ୍ବା ଶାକାହାରୀ ଥିବା ବ୍ୟକ୍ତିମାନଙ୍କୁ କରୋନା ସଂକ୍ରମିତ କରିପାରିବ ନାହିଁ ବୋଲି ଡବ୍ଲୁଏଚ୍‌ଓ ପକ୍ଷରୁ କିଛି କୁହାଯାଇନାହିଁ। ତେଣୁ ଏଭଳି ପୋଷ୍ଟ ସମ୍ପୂର୍ଣ୍ଣ ମିଛ ଓ ଭ୍ରମାତ୍ମକ ବୋଲି ଏକ ଜାତୀୟ ଗଣମାଧ୍ୟମରେ କୁହା‌ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe