କରୋନା ପାଇଁ କାଲିଠାରୁ ଆଖଣ୍ଡଳମଣିଙ୍କ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

Advertisment

ଜାରି ରହିବ ନୀତିକାନ୍ତି ଓ ସେବାପୂଜା।

ଜାରି ରହିବ ନୀତିକାନ୍ତି ଓ ସେବାପୂଜା।

କରୋନା ପାଇଁ କାଲିଠାରୁ ଆଖଣ୍ଡଳମଣିଙ୍କ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଆରଡି: ମହାମାରୀ କରୋନା ସାରା ବିଶ୍ବରେ ତାର କାୟା ବିସ୍ତାର କରି ଚାଲିଛି। ଯାହାକୁ ନେଇ ଏବେ ସମସ୍ତେ ଚିନ୍ତିତ। ଏପରିସ୍ଥଳେ ସମସ୍ତ ମଠ, ମନ୍ଦିରକୁ ଯିବା ପାଇଁ ଭକ୍ତଙ୍କୁ ବାରଣ କରିଛି ପ୍ରଶାସନ, ଏପରିକି ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ଆଖଣ୍ଡଳମଣିଙ୍କ ମନ୍ଦିରରେ ଶୁକ୍ରବାରଠାରୁ ସାଧାରଣ ଭକ୍ତଙ୍କ ଦର୍ଶନ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିଛି ଜିଲ୍ଲା ପ୍ରଶାସନ। ଅନ୍ୟପଟେ ମଣିବାବାଙ୍କର ଦୈନଦିନ ନୀତିକାନ୍ତୀ ସେବାୟତମାନଙ୍କ ଦ୍ବାରା ସମ୍ପନ୍ନ କରାଯିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe