କଫ୍‌ସିରପ୍‌ ଜବତ, ଜଣେ ଗିରଫ

Advertisment
କ୍ୟାପିଟାଲ କ୍ରାଇମ: ସରକାରୀ ଜମିକୁ କେନ୍ଦ୍ରକରି ଗଣ୍ଡଗୋଳ,୨ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ସହର ଶାନ୍ତିପଡ଼ାଠାରେ ଏକ ଘରୋଇ ବସ୍‌ ଉପରେ ଅବକାରୀ ବିଭାଗ ଚଢ଼ଉ କରି ୨୩୦ ବୋତଲ କଫ୍‌ସିରପ୍‌ ଜବତ କରିଛି।

ଉକ୍ତ କଫ୍‌ସିରପ ଚାଲାଣ କରୁଥିବା ଅଭିଯୋଗରେ ଚୂଡ଼ାପାଲିର ରାଜେଶ ବେହରୋ ନାମକ ଜଣେ ଯୁବକଙ୍କୁ ଗିରଫ କରିଥିବା ଅବକାରୀ ବିଭାଗ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe