ଆଜି ମନ୍ତ୍ରୀ ପରିଷଦ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Advertisment
୨୯ ଯାଏ ‘ଲକ୍‌ ଡାଉନ୍‌’; ୫ଟି ଜିଲ୍ଲା, ୮ଟି ସହର ପାଇଁ କଟକଣା

odishasuntimes.com

ଭୁବନେଶ୍ବର : ଆସନ୍ତାକାଲି ସଚିବାଳୟରେ ସନ୍ଧ୍ୟା ୫ଟା ୪୫ ମିିନିଟ୍‌ରେ ଅନୁଷ୍ଠିତ ହେବ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ଆସନ୍ତା ୨୫ ତାରିଖରୁ ଆରମ୍ଭ ହେଉଛି ଷୋଡ଼ଶ ବିଧାନସଭା ଅଧିବେଶନ। ଏଥିରେ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହେବ।

ଆସନ୍ତାକାଲିର ମନ୍ତ୍ରୀ ପରିଷଦ ବୈଠକରେ ରାଜ୍ୟ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ବଜେଟ୍‌ର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବେ ଆଲୋଚନା ହେବ। ବଜେଟ୍‌ରେ କେଉଁ କେଉଁ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯିବ ତା’ ଉପରେ ବି ଆଲୋଚନା ହେବ। ବଜେଟ୍‌ର ଆକାର କେତେ ହେବ ତାହା ମଧ୍ୟ ଚୂଡ଼ାନ୍ତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe