ଖୋର୍ଦ୍ଧା ଗ୍ରାମାଂଚଳରେ କରୋନା: ୪ ସଂକ୍ରମିତ ୯ ସୁସ୍ଥ

Advertisment
ଖୋର୍ଦ୍ଧା ଗ୍ରାମାଂଚଳରେ କରୋନା: ୪ ସଂକ୍ରମିତ ୯ ସୁସ୍ଥ

chronicle.com

ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଂଚଳରେ ଶନିବାର ସଂଧ୍ୟାସୁଦ୍ଧା ୪ଜଣ କୋଭିଡ-୧୯ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ୯ ଜଣ ସୁସ୍ଥ ହୋଇଛନ୍ତି ।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନାନୁସାରେ, ଭୁବନେଶ୍ୱର ବ୍ଲକ, ଜଟଣୀ ବ୍ଲକ ଓ ପୌରାଂଚଳ, ଖୋର୍ଦ୍ଧା ବ୍ଲକ ଓ ପୌରାଂଚଳ, ଚିଲିକା-ବାଲୁଗାଁରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୨୯୯ ହୋଇଛି । ସେହିଭଳି ୯ଜଣ ସୁସ୍ଥଙ୍କ ସହ ମୋଟ ସୁସ୍ଥଙ୍କ ସଂଖ୍ୟା ୧୩,୧୯୪ରେ ପହଂଚିଛି । ୪୯ଜଣ ସଂକ୍ରମିତ ବର୍ତମାନ ଚିକିତ୍ସାଧୀନ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe