World Health Organization (WHO)
ବୁର୍ଲା: ଆଜି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ କୋଭିଡ୍ ଆକ୍ରାନ୍ତ ହୋଇ ଭିମ୍ସାର୍ ପ୍ରଥମ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର ହୋଇଥିବା ଏହି ହସ୍ପିଟାଲର୍ ଇନ୍ଚାର୍ଜ ଡାକ୍ତର ମନୋରଞ୍ଜନ ନାଏକ ସୂଚନା ଦେଇଛନ୍ତି। ସେ ନିମୋନିଆ ରୋଗରେ ପୀଡ଼ିତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ଆଜି ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା। ଆଜିର ରୋଗୀଙ୍କୁ ମିଶାଇ କୋଭିଡ୍ ହସ୍ପିଟାଲ୍ରେ ୮ଜଣ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
Follow Us