ଜଟଣୀ : ସ୍ଥାନୀୟ ବାଛରାପାଟଣା ଅଞ୍ଚଳର ଜ୍ୟୋତିସ୍ମିତା ଘଡେଇ(୨୨) ଚାରି ମାସହେବ ଅସ୍ଥାୟୀ କୋଭିଡ୍ ଷ୍ଟାଫ୍ ନର୍ସ ଭାବେ ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରେ ଯୋଗ ଦେଇଥିଲେ। କାର୍ଯ୍ୟ କରୁଥିବା ବେଳେ କରୋନାରେ ଅସୁସ୍ଥ ହୋଇ ୨୨ଦିନ ହେବ ସେ ଭୁବନେଶ୍ବରର କିମ୍ସ୍ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଥିଲେ। ଆଜି ତାଙ୍କର ମୃତ୍ୟୁ ଘଟିଥିବା ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଉକ୍ତ ଖବର ଶୁଣି ବାଛରାବାଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
କୋଭିଡ୍ ଷ୍ଟାଫ୍ ନର୍ସଙ୍କ କରୋନାରେ ପରଲୋକ
Advertisment
Follow Us