ଫସଲ ନଷ୍ଟ କଲେ ହାତୀପଲ

Advertisment
ଫସଲ ନଷ୍ଟ କଲେ ହାତୀପଲ

ରାଇସୁଆଁ : ତେଲକୋଇ ରେଞ୍ଜ ଅଧୀନ ବିମଳା ଫରେଷ୍ଟ ସେକ୍ସନର ଝାରବେଡ଼ା ଗ୍ରାମର ଗୁରୁଚରଣ ନାୟକଙ୍କର ଜମିରେ ଗତ ୧ ତାରିଖ ବିଳମ୍ବିତ ରାତ୍ରିରେ ୭ ଟିକିଆ ହାତୀପଲ ପଶି ଧାନ ଫସଲ ନଷ୍ଟ କରି ଦେଇଛନ୍ତି। ତାଙ୍କ ଗାଡ଼ିଆ ଚକ ୫୦ ଡିସିମିଲ ଜମିରେ ଧାନ ଫସଲକୁ ଖାଇବା ସହିତ ଦଳିଚକଟି ଦେଇଛନ୍ତି। ସେ ‌ଜଣେ ଗରିବ ଦିନମଜୁରିଆ। କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଗ୍ରାମବାସୀ ବନ ବିଭାଗଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe