ହାତୀ ସହ ସେଲ୍‌ଫି ନେବାକୁ ଗହଳି

Advertisment
ହାତୀ ସହ ସେଲ୍‌ଫି ନେବାକୁ ଗହଳି

ବେତନଟୀ : ଝାଡ଼ଖଣ୍ଡରୁ ଆସି ମୟୂରଭଞ୍ଜର ବେତନଟୀ ଅଞ୍ଚଳରେ ଖୋଲାମେଲାରେ ବୁଲୁଥିବା ହାତୀପଲ ସହ ସେଲ୍‌ଫି ଉଠାଇବା ଏକ ଆକର୍ଷଣରେ ପରିଣତ ହୋଇଛି। କେହିକେହି ବି ସେଲ୍‌ଫି ଉଠାଇଲା ବେଳେ ଦୁଃସାହସ କରିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି। ବନ ବିଭାଗ ଏବେ ଚିନ୍ତାରେ, ହାତୀପଲକୁ ଘଉଡ଼ାଇବେ ନା ଅମାନିଆଙ୍କୁ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe