ଏକେ ୪୭ ବନ୍ଧୁକରେ ନିଜକୁ ଗୁଳିକରି ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା

Advertisment
ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ସାଇକେଲ୍‌ରେ ପୋଡ଼ିବାକୁ ନେଲେ ବାପା

bbc

ନୂଆପଡ଼ା:  ନିଜର ଏକେ ୪୭ ବନ୍ଧୁକରେ ନିଜକୁ ଗୁଳିକରି ଜଣେ ସିଆରପିଏଫ ଯବାନ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତ ଯବାନଙ୍କ ନାମ ରାମ ପ୍ରତାପ (୪୯)। ସେ ହରୟାଣାର ବାସିନ୍ଦା। ସେ  ନୂଆପଡା କୋମନା ବ୍ଲକ ବରକୋଟ ୨୧୬  ସିଆରପିଏଫର ବଟାଲିୟନରେ ସେ ହାବିଲଦାର ଭାବେ କାମ କରୁଥିଲେ। କୋମନା ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ କାହିଁକି ସେ ଏପରି କଲେ ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe