ସମ୍ବଲପୁର : ସିଆର୍ପିଏଫ୍ର ୮୫ ତମ ପ୍ରତିଷ୍ଠା ଦିବସ ଗୁରୁବାର ସମ୍ବଲପୁର ସ୍ଥିତ କେନ୍ଦ୍ର ଠାରେ ପାଳିତ ହୋଇଛି। ଏହି ଅବସରରେ ଡେପୁଟି ଇନ୍ସପେକ୍ଟର ଜେନେରାଲ ଅଜିତ ସାଙ୍ଗୱନ ସଦିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ୨୭ ଜୁଲାଇ ୧୯୩୯ରୁ ଆଜି ପର୍ଯ୍ୟନ୍ତ ସିଆର୍ପିଏଫ୍ ଦ୍ବାରା ଦିଆଯାଇଥିବା ବଳିଦାନ ଓ ସାହସିକତାର ଇତିହାସ ଉପରେ ଶ୍ରୀ ସାଙ୍ଗଵନ ଉଲ୍ଲେଖ କରିଥିଲେ। ଏହି ଅବସରରେ ବୃକ୍ଷରୋପଣ, ଶିଶୁ ଚିତ୍ର ପ୍ରତିଯୋଗିତା, ଭଲି ବଲ୍ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ସିଆର୍ପିଏଫ୍ର ପ୍ରତିଷ୍ଠା ଦିବସ ପାଳିତ
Advertisment
Follow Us