ସିୟୁଇଟି-ପିଜି ଫଳ ଆଜି

ସିୟୁଇଟି-ପିଜି ଫଳ ଆଜି

Careerindia

ଭୁବନେଶ୍ବର : ଦେଶର ବିଶ୍ବବିଦ୍ୟାଳୟଗୁଡ଼ିକର ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହୋଇଥିବା ଏକକ ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷା(ସିୟୁଇଟି) ଫଳ ସୋମବାର ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ନ୍ୟାସନାଲ ଟେଷ୍ଟି ଏଜେନ୍ସି(ଏନଟିଏ) ପକ୍ଷରୁ ଫଳ ପ୍ରକାଶ କରାଯିବ ବୋଲି ୟୁଜିସି ସଚିବ ପ୍ରଫେସର ରଜନୀଶ ଜୈନ କହିଛନ୍ତି। ପରୀକ୍ଷାର୍ଥୀ ଏନ୍‌ଟିଏ ୱେବସାଇଟ୍ ମାଧ୍ୟମରେ ସେମାନଙ୍କ ଫଳ ଯାଞ୍ଚ କରିପାରିବେ। ସୂଚନାଯୋଗ୍ୟ ଯେ ସିୟୁଇଟି ପିଜି ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର ୧ରୁ ୧୨ ମଧ୍ୟରେ କମ୍ପ୍ୟୁଟର ଆଧାରିତ (ସିବିଟି) ମୋଡରେ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe