ରାସ୍ତାକଡ଼ରୁ ଗଛକଟା

Advertisment
ରାସ୍ତାକଡ଼ରୁ ଗଛକଟା

ଅଭିମନ୍ୟୁବାଲିଆ : ରାସ୍ତାକଡ଼ ସରକାରୀ ଜାଗାରୁ ବେଆଇନ ଗଛକଟା ସତ୍ତ୍ବେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ବରୀ-କଳାମାଟିଆ ରାସ୍ତାରେ ଚୁଡ଼ାକଳ ଛକଠାରୁ ଚଟୁମାରି ପର୍ଯ୍ୟନ୍ତ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କଡ଼ରୁ ଅବାଧାର ଗଛକଟା ଚାଲିଛି। ଗୋଟିଏ ଗୋଟିଏ ଗଛକୁ କେହି କାଟି ନେଇ ଯାଉଛନ୍ତି।

ତଥାପି ଜଙ୍ଗଲ ବିଭାଗ ନିରବଦ୍ରଷ୍ଟା ସାଜିଛି। ସରକାର ବୃକ୍ଷରୋପଣ କରି ପରିବେଶ ସୁରକ୍ଷାକୁ ଗୁରୁତ୍ଵ ଦେଉଥିବା ବେଳେ ଏଭଳି ଗଛକଟା ଉପରେ ଅଙ୍କୁଶ ଲଗାଇବାକୁ ପରିବେଶବିତ୍‌ମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe