Image Courtesy of India Today
ସୁନ୍ଦରଗଡ଼: ଫୋନ୍ କଲରେ ଜଣେ ମହିଳାଙ୍କ ଆକାଉଣ୍ଟରୁ ୪୯ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର୍ ଲୁଟେରା। ଗତ ଜୁଲାଇ ୩୦ରେ ଭଷ୍ମା ଥାନା କଇଁତରାର ମହିଳା ସୁରେଖା ସୁନାନୀଙ୍କ ପାଖକୁ ଏକ ଅଜଣା କଲ୍ ଆସିଥିଲା।
ସେ ଉଠାଇବା ପରେ କଲ୍ କଟି ଯାଇଥିଲା। ଏହାର କିଛି କ୍ଷଣ ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା କଟି ଯାଇଥିଲା। ମହିଳା ଭଷ୍ମା ଥାନାରେ ଅଭିଯୋଗ କରିଛନ୍ତି।
Follow Us