ଟଙ୍କା ଫେରି ପାଇଲେ ସାଇବର୍ ଠକେଇରେ ଶିକାର ହୋଇଥିବା ବ୍ୟକ୍ତି

ଦରିଦ୍ର ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି ସରକାରଙ୍କ ବିଚାରାଧୀନ ନାହିଁ

Zee News

ବ୍ରଜରାଜନଗର : ସାଇବର ଠକେଇର ଶିକାର ହୋଇ ୯୯ ହଜାର ୯ ଶହ ୯ ଟଙ୍କା ହରାଇଥିବା ଜଣେ ବ୍ୟକ୍ତି ଏହି ଟଙ୍କା ଫେରି ପାଇଥିବା ଜଣାଯାଇଛି।

ବ୍ରଜରାଜନଗର ଥାନା ଅନ୍ତର୍ଗତ ତେଲେନପାଲି ଶାସ୍ତ୍ରୀ ନଗରରେ ରହୁଥିବା ଏସ୍‌ବିଆଇ ଲାଇଫ୍‌ର ଏଜେଣ୍ଟ ପବିତ୍ର ହାତୀଙ୍କଠାରୁ ଗତ ୧୦ ତାରିଖରେ ସାଇବର ଠକମାନେ ୯୯ ହଜାର ୯ ଶହ ୯ ଟଙ୍କା ଠକି ନେଇଥିଲେ। ଏ ବାବଦରେ ସେ ଥାନାରେ ଅଭିଯୋଗ କରିଥିଲେ। ଝାରସୁଗୁଡ଼ା ଏସ୍‌ପି ଓ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ବାଇଁଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ୭ ଦିନ ମଧ୍ୟରେ ଶ୍ରୀ ହାତୀ ଏହି ଟଙ୍କା ଫେରି ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe