ସାଇବର୍‌ ଠକଙ୍କ କାରନାମା: ଫେସବୁକ୍‌ରେ ଓର୍‌ମାସ୍ ସିଇଓଙ୍କ ନକଲି ଆକାଉଣ୍ଟ

ସବ୍‌ସ୍କ୍ରାଇବର୍‌ ବଢ଼ାଇବା ଆଳରେ ୪୦ ହଜାର ଚଳୁ

Image Courtesy of Ottawa Citizen

ଭୁବନେଶ୍ବର : ଓର୍‌ମାସ୍ ସିଇଓ ତଥା ବରିଷ୍ଠ ପ୍ରଶାସକ ଗୁହା ପୁନମ୍‌ ତାପସ କୁମାରଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍ କ୍ଲୋନିଂ କରି ସାଇବର୍‌ ଅପରାଧୀ ଠକେଇ କରିବାକୁ ଉଦ୍ୟମ କରିଛନ୍ତି। ଏ ସଂପର୍କରେ ଶ୍ରୀମତୀ ଗୁହା ଟୁଇଟ୍ କରି ତାଙ୍କ ସାମାଜିକ ଗଣମାଧ୍ୟମ ବନ୍ଧୁମାନଙ୍କୁ ସତର୍କ କରାଇଛନ୍ତି।

ସୂଚନା ଅନୁଯାୟୀ, ସାଇବର ଠକ ତାଙ୍କ ଫେସବୁକ୍‌ ଆକାଉଣ୍ଟକୁ କ୍ଲୋନିଂ କରିବା ପରେ ତାଙ୍କ ବନ୍ଧୁ ତାଲିକାରେ ଥିବା ସଂପର୍କୀୟଙ୍କୁ ବିଭିନ୍ନ ଅସୁବିଧାରେ ପଡ଼ିଥିବା କହି ମେସେଜ୍ କରିଛି। ଏପରିକି କିଛି ଲୋକଙ୍କୁ ସ୍ବାସ୍ଥ୍ୟ ସମସ୍ୟା ଥିବା କହି ତୁରନ୍ତ ଟଙ୍କା ପଠାଇବାକୁ କହିଛି। ମାତ୍ର ତାଙ୍କର କିଛି ସଂପର୍କୀୟ ଶ୍ରୀମତୀ ଗୁହାଙ୍କୁ ଯୋଗାଯୋଗ କରି ଏ ସଂପର୍କରେ ପଚାରିବାରୁ ଏହା ସାଇବର ଠକର କାରନାମା ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe