ବାରିପଦାରେ ଚାଞ୍ଚଲ୍ୟ: ନଦୀ ପୋଲରେ ଝୁଲୁଛି ଅପରିଚିତ ବ୍ୟକ୍ତିଙ୍କର ମୃତ ଦେହ

Advertisment
ବାପାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ପୁଅ ଫେରାର୍, ଘଟଣାସ୍ଥଳରେ ବାପାଙ୍କର ମୃତ୍ୟୁ

Image Source--indiatoday

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହରରୁ ଜଣେ ଅପରିଚିତ ବ୍ୟକ୍ତିଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବାର ଖବର ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ ବାରିପଦା ସହରର ବାରୁଣୀ ଶିବ ମନ୍ଦିର ନିକଟରେ ଥିବା ଜରାଳୀସରାଳୀ ନଦୀ ପୋଲରେ ଝୁଲନ୍ତା ଅବସ୍ଥାରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର ହୋଇଛି । ଏହି ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୫୦ ହେବ ବୋଲି ଅନୁମାନ କରାଯାଉଛି ।

publive-image

ଉକ୍ତ ବ୍ୟକ୍ତିଜଣକ ପୋଲର ବାଡ଼ାରେ ଏକ ଦଉଡ଼ି ବାନ୍ଧି ପୋଲ ତଳକୁ ଡେଇଁ ପଡ଼ିଥିବାର ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବାରିପଦା ଟାଉନ ଥାନା ପୁଲିସ ପହଞ୍ଚି ମୃତ ଶରୀରଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe