ନିଖୋଜ ଯୁବତୀଙ୍କ ମୃତଦେହ ଆମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ମଇଦଲପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ କଣ୍ଟାସାରୁ ଗ୍ରାମ ଚାଷ ଜମି ଭିତରେ ରହିଥିବା ଏକ ଆମ୍ବ ଗଛରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଆତ୍ମହତ୍ୟା କରିଥିବା ଯୁବତୀ ନାମ ଜୟନ୍ତୀ ଯାନୀ।

ସୂଚନା ଅନୁଯାୟୀ କଣ୍ଟାସାରୁ ଗ୍ରାମର ଜୟନ୍ତୀ ଯାନୀ ଗତକାଲି ରାତିରୁ ଘରୁ ନିଖୋଜ ଥିଲେ। ଆଜି ଚାଷ ଜମି ଭିତରେ ରହିଥିବା ଆମ୍ବ ଗଛରେ ଝୁଲିକିଥିବା ଜଣେ ଗାଈ ଚାରାଳି ଦେଖିବା ପରେ ପରିବାର ଲୋକକୁ ଖବର ଦେଇଥିଲ। ପାରିପାର୍ଶ୍ବିକ ଅବସ୍ଥାରୁ ଯାହା ଜଣାପଡୁଛି, ଏହା ଆତ୍ମହତ୍ୟା ହୋଇଥିବା ଜଣାପଡୁଛି। ଖବର ପାଇ ମଇଦଲପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe