ନିଖୋଜ ଗାଁ ସାଥୀଙ୍କ ମୃତ ଶରୀର ଉଦ୍ଧାର; ହତ୍ୟା ସନ୍ଦେହ, ପୂର୍ବରୁ ମିଳିଥିଲା କଟା ହାତ

Advertisment
ମାଲବାହୀ ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ

The Hans India

ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ ସହର ବିଜୁ ଏକ୍ସପ୍ରେସ ୱେ କଡ଼ରେ ଥିବା ଆମ୍ବିଆନ୍ସ ହୋଟେଲ ପଛ ପଟ ବିଲରୁ କିରେଇ ପଞ୍ଚାୟତର ଗାଁ ସାଥୀ ରମେଶ ସିଂଙ୍କ ମୃତ ଶରୀର ମିଳିଛି। ଆଜି ମଧ୍ୟାହ୍ଣରେ ତାଙ୍କର କଟା ହାତକୁ ଉଦ୍ଧାର କରାଯାଇଥିଲା। କଚଟି ଉପରକୁ କେବଳ ହାଡ଼ ଥିବା ବେଳେ ତଳକୁ ହାତ ଅକ୍ଷତ ରହିଛି। ପରେ ଶବକୁ ଉଦ୍ଧାର କରାଯାଇଥିଲା। ତାଙ୍କୁ କେହି ହତ୍ୟା କରି ପକାଇ ଦେଇଥିବା ଅନୁମା‌ନ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe