ବରଡ଼ିହା ମୁହାଣରୁ ମୃତ ତିମି ଉଦ୍ଧାର

Advertisment
ବରଡ଼ିହା ମୁହାଣରୁ ମୃତ ତିମି ଉଦ୍ଧାର

ରୁପ୍‌ସା : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଂଚାୟତ ବରଡ଼ିହି ଗ୍ରାମର ନଦୀକୂଳରୁ ଏକ ମୃତ ତିମି ମାଛ ଉଦ୍ଧାର କରାଯାଇଛି। ଏହାର ଲମ୍ବ ପ୍ରାୟ ୧୫ ଫୁଟ୍‌ ଥିବା ଜଣାପଡ଼ିଛି। ଗତକାଲି ସଂଧ୍ୟାରେ ଗ୍ରାମର ଖୁକେନ ଦାସ, ନାଚୁ ଧଳ ଓ ଚଗଲା ଧଳ ନଦୀରେ ଜାଲ ଭସାଇଥିଲେ। ଆଜି ସେହି ଜାଲରେ ମୃତ ଅବସ୍ଥାରେ ଏହି ବିଶାଳ ମାଛ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଗ୍ରାମବାସୀ ଏହି ମାଛକୁ ହାତୀକାନିଆ ମଗର ମାଛ ବୋଲି କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe