ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Gulf Today

ମାଣତ୍ରି: ବଡ଼ସାହି ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତରେ ଥିବା ସର୍ବେଶ୍ୱରପୁର ଗ୍ରାମର ଛଟା ସିଂ(୪୫)ଙ୍କ ମୃତ ଦେହ ଝୁଲୁଥିବା ଅବସ୍ଥାରେ ପୁଲିସ ଉଦ୍ଧାର କରିଛି । କିଛି ବର୍ଷ ତଳେ ତାଙ୍କର ସ୍ତ୍ରୀ ମରିଯିବା ପରେ ସେ ଘରେ ଏକୁଟିଆ ରହୁଥିଲେ । ଗତକାଲି ରାତି ୧୦ଟା ସମୟରେ ତାଙ୍କ ମୃତଦେହ ଏକ ଆମ୍ବଗଛରେ ଝୁଲୁଥିବା ଅବସ୍ଥାରେ ପାଖ ପଡୋଶୀ ଲୋକ ଦେଖିଥିଲେ । ଏ ନେଇ ଖବର ଦିଆଯିବା ପରେ ବଡ଼ସାହି ପୁଲିସ ୬୫/୨୦ ନମ୍ବରରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଛଟା ସିଂ ଝିଅମାନଙ୍କ ବିବାହ କରି ଦେଇଥିବା ସହ ତାଙ୍କ ପୁଅ ବାଲେଶ୍ଵର ଜିଲ୍ଲାରେ ରହୁଥିବାରୁ ସେ ଘରେ ଏକା ରହୁଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe