ପିପିଲି: ପିପିଲି ଥାନା କୁଲଶେଖର ପାଟଣା ପଂଚାୟତ ମାଲିବାରାହୀ ଗାଁର ସୁରେଶ ଭୋଇ(୫୫)ଅପରାହ୍ନ ପ୍ରାୟ ୩ଟାରେ ବିଲକୁ ଯାଇଥିବା ବେଳେ ବଜ୍ରପାତରେ ମୃତ୍ୟ ଘଟିଛି ।

Advertisment

ବଜ୍ରପାତରେ ତାଙ୍କର ଛାତି ଓ ପେଟ ପୋଡ଼ିଯାଇଥିବା ବେଳେ, ସେ ଧରିଥିବା ଛତାଟି ସମ୍ପୂର୍ଣ ଭାବେ ଜଳି ଯାଇଥିଲା।

ଅଧିକ ପଢ଼ନ୍ତୁ: ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ: ରାଜସ୍ୱ ମନ୍ତ୍ରୀଙ୍କ କଡ଼ା ଚେତାବନୀ

ପରିବାର ଲୋକେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମଙ୍ଗଳପୁର ହସ୍ପିଟାଲ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଧିକ ପଢ଼ନ୍ତୁ: ୧୦୦-୧୫୦ ଗ୍ରାମକୁ 'ମହାପୁରୁଷ ଆଦର୍ଶ' ଗ୍ରାମରେ ରୂପାନ୍ତର କରିବେ ରାଜ୍ୟ ସରକାର: ପଞ୍ଚାୟତିରାଜ ମନ୍ତ୍ରୀ

 puri