ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ପିଆଇଓଙ୍କ ସନ୍ଦେହଜନକ ମୃତ୍ୟୁ

Advertisment
ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ପିଆଇଓଙ୍କ ସନ୍ଦେହଜନକ ମୃତ୍ୟୁ

The Indian Express

ଫୁଲବାଣୀ: ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ପିଆଇଓଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଫିରିଙ୍ଗିଆ କଲେଜ ନିକଟ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

ମୃତ ପିଇଓଙ୍କ ନାମ ବେଣୁଧର ପାତ୍ର ହୋଇଥିବା ବେଳେ ତାଙ୍କ ଘର ଦାରିଙ୍ଗବାଡି ବ୍ଲକ ବୁଡଗୁଡା ଗାଁରେ । କିଛି ଦିନ ତଳେ ସେ ଫିରିଙ୍ଗିଆ ବ୍ଲକରେ ଯୋଗ ଦେଇଥିଲେ। କୌଣସି ପଂଚାୟତ ଦାୟିତ୍ୱ ଦିଆଯାଇନଥିବାରୁ ତାଙ୍କୁ ବ୍ଲକ କାର୍ଯ୍ୟାଳୟର ଦାୟିତ୍ୱ ଦିଆ ଯାଇଥିଲା। ଦାୟିତ୍ବ ମିଳିବା ପରେ ସେ ଫିରିଙ୍ଗିଆ ମାଷ୍ଟର କଲୋନୀରେ ଏକ ଭଡା ଘରେ ରହୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe