Times of India
ହୀରାକୁଦ: ହୀରାକୁଦରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ଦାବି ହୋଇଛି। ହୀରାକୁଦ ଏନ୍ଏସିର ପୂର୍ବତନ ଅଧ୍ୟକ୍ଷ ସିମାଞ୍ଚଲ ଖଟେଇ ଏବଂ ଲୟନ୍ସ କ୍ଲବ ଜିଲ୍ଲା ସଂଯୋଜକ ଉମାଶଙ୍କର ଗୌଡ଼ଙ୍କ ଅଧ୍ୟକ୍ଷତାରେ ହୀରାକୁଦ ନାଗରିକ ମଞ୍ଚ ପକ୍ଷରୁ ଏଥିପାଇଁ ଶିକ୍ଷା ତଥା ଦକ୍ଷ୍ୟତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଏହି ଅବସରରେ ସନ୍ତୋଷ ଅସ୍ତି, ବିରୁପାକ୍ଷ ପୃସେଠ, ମୁକେଶ ଚୌହାନ ଉପସ୍ଥିତ ଥିଲେ।
Follow Us