ମତଦାନ କେନ୍ଦ୍ରରେ ପାଣି, ଗ୍ଲୁକୋଜ୍‌ ବ୍ୟବସ୍ଥା କରିବାକୁ ଦାବି

Advertisment
ମତଦାନ କେନ୍ଦ୍ରରେ ପାଣି, ଗ୍ଲୁକୋଜ୍‌ ବ୍ୟବସ୍ଥା କରିବାକୁ ଦାବି

Zee News

ଭୁବନେଶ୍ବର : ଏବେ ପ୍ରଚଣ୍ଡ ଖରା ହେଉଥିବାବେଳେ ମତଦାନ କେନ୍ଦ୍ରରେ ମତଦାତାମାନେ ଘଣ୍ଟା ଘଣ୍ଟା ଧରି ଖରାରେ ଧାଡ଼ିରେ ଠିଆ ହେଉଛନ୍ତି। ଏଥିପ୍ରତି ଧ୍ୟାନ ଦେବାକୁ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି। ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛି ଯେ, ମତଦାନ କେନ୍ଦ୍ରରେ ଟେଣ୍ଟ କରିବା ସହ ପିଇବା ପାଣି, ଗ୍ଲୁକୋଜ୍‌ ଏବଂ ଅଂଶୁଘାତରୁ ବଞ୍ଚିବା ପାଇଁ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା କରାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe