ଭୁବନେଶ୍ବର : ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ବିଭିନ୍ନ କ୍ଷୁଦ୍ର, ମଧ୍ୟମ ଓ ବୃହତ ଡ୍ୟାମ୍ର ମରାମତି, ବନ୍ୟା ନିୟନ୍ତ୍ରଣ, ଡ୍ରେନେଜ୍ ବ୍ୟବସ୍ଥା, ରାସ୍ତା ଓ କୋଠାର ରକ୍ଷଣାବେକ୍ଷଣ ବାବଦକୁ ଜଳସମ୍ପଦ ବିଭାଗ ୭୮୫କୋଟି ୩୦ଲକ୍ଷ ଟଙ୍କା ଖର୍ଚ୍ଚ କରିବ। ତେଣୁ କେଉଁ କାର୍ଯ୍ୟାଳୟ କେଉଁ ଡ୍ୟାମ୍, ବ୍ରିଜ୍, ରାସ୍ତା ଆଦିର ରକ୍ଷଣାବେକ୍ଷଣ ପାଇଁ କ’ଣ ଯୋଜନା କରିଛନ୍ତି ସେନେଇ ତଥ୍ୟ ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି।
ଜଳସମ୍ପଦ ବିଭାଗର ରକ୍ଷଣାବେକ୍ଷଣ ଖର୍ଚ୍ଚ ୭୮୫କୋଟି
Advertisment
Follow Us