ବିଧବା ଭାଉଜକୁ ପ୍ରେମ କରି ପ୍ରତାରଣା: ଦିଅର ଅଟକ

Advertisment
ଧାର୍ମିକ ଲେଖାକୁ ନେଇ ବିବାଦ; ଜଣେ ଗିରଫ

indiatoday

କେସିଙ୍ଗା : କେସିଙ୍ଗା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ନିଜ ବିଧବା ଭାଉଜକୁ ପ୍ରେମ କରି ବାହାଘର ସ୍ୱପ୍ନ ଦେଖାଇ ଶାରିରୀକ ସମ୍ପର୍କ ରଖିବା ପରେ ଦିଅର ଜଣକ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଦିଅର ହେମନ୍ତ ସାହୁକୁ ପୁଲିସ ଅଟକ ରଖି ତଦନ୍ତ କରୁଛି। ମହିଳାଙ୍କ ସ୍ଵାମୀ ରୋଗରେ ପଡ଼ି ମୃତ୍ୟୁବରଣ କରିଥିଲେ। ପରେ ବିଧବା ଭାଉଜଙ୍କ ଉପରେ ଦିଅରର ନଜର ପଡ଼ିଥିଲା। ଭାଉଜଙ୍କୁ ବିବାହ କରି ଘର ସଂସାର କରିବାର ସ୍ୱପ୍ନ ଦେଖାଇଥିଲା ଦିଅର। କିନ୍ତୁ ପରେ ପ୍ରତାରଣା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe