ଢେଙ୍କାନାଳ: ବସ୍‌ ଚଢ଼ି ଯିବାରୁ ଇଞ୍ଜିନିୟରିଙ୍ଗ୍‌ କଲେଜ ଛାତ୍ରଙ୍କ ମୃତ୍ୟୁ

ଢେଙ୍କାନାଳ: ବସ୍‌ ଚଢ଼ି ଯିବାରୁ ଇଞ୍ଜିନିୟରିଙ୍ଗ୍‌ କଲେଜ ଛାତ୍ରଙ୍କ ମୃତ୍ୟୁ

ଢେଙ୍କାନାଳ: ରବିବାର ପୂର୍ବାହ୍ନ ୧୦ଟା ପରେ ସିନର୍ଜି ଇଞ୍ଜିନିୟରିଙ୍ଗ୍‌ କଲେଜର ଜଣେ ଛାତ୍ରଙ୍କ ଉପରେ ଏକ ବସ୍‌ ଚଢ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି।

OD 06B 6536 ନମ୍ବର ବିଶିଷ୍ଟ ହୋଣ୍ଡା ମୋଟର୍‌ସାଇକେଲ୍‌ ଧରି ୨୧ ବର୍ଷିୟ ଛାତ୍ର ସୂରଜ ସାହୁ ରାସ୍ତାକଡ଼ରେ ଠିଆ ହୋଇଥିବାବେଳେ କଟକରୁ ଅନୁଗୁଳ ଅଭିମୁଖେ ଯାଉଥିବା ଜଗନ୍ନାଥ ନାମକ ଏକ ଘରୋଇ ବସ୍‌ ତାଙ୍କ ଉପରେ ଚଢ଼ି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe