ବାରିପଦା : ମୟୂରଭଞ୍ଜ ପୂର୍ବ ଜିଲ୍ଲା ବିଜେପି ସଂଗଠନର ମିଡିଆ ସଂଯୋଜକ ଭାବେ ଯୁବନେତା ଦୀନେଶ ଦାଶଙ୍କୁ ନିଯୁକ୍ତି ଦିଆଯାଇଛି। ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଥିବା ଦୀନେଶ ବିଭିନ୍ନ ସମୟରେ ଦଳ ପକ୍ଷରୁ ଦିଆଯାଇଥିବା ଦାୟିତ୍ବକୁ ସୁଚାରୁରୂପେ ତୁଲାଇଛନ୍ତି। ତେଣୁ ଗଣମାଧ୍ୟମ ସହିତ ଉତ୍ତମ ସମ୍ପର୍କ ରକ୍ଷା କରିବା ନିମନ୍ତେ ଯୁବନେତା ଦୀନେଶ ଉପଯୁକ୍ତ ବୋଲି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍ ପ୍ରକାଶ କରିଛନ୍ତି।
ପୂର୍ବ ଜିଲ୍ଲା ବିଜେପି ମିଡିଆ ସଂଯୋଜକ ଭାବେ ଦୀନେଶ ଦାଶଙ୍କୁ ନିଯୁକ୍ତି
Advertisment
Follow Us