ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କଲେ ଜିଲ୍ଲାପାଳ

କନ୍ଧମାଳ ଘୁ.ଉଦୟଗିରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପକ୍ଷରୁ ସୋମବାର ସ୍ଥାନୀୟ ତହସିଲ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ପ୍ରାୟ ୩୫ଜଣ ଲୋକଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି...

District Collector distributed private forest land

District Collector distributed private forest land Photograph: (sambad.in)

ଘୁ.ଉଦୟଗିରି: କନ୍ଧମାଳ ଘୁ.ଉଦୟଗିରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପକ୍ଷରୁ ସୋମବାର ସ୍ଥାନୀୟ ତହସିଲ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର  ଲୋକଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି।

ସ୍ଥାନୀୟ ଅଞ୍ଚଳର  ୩୫ଜଣଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପକ୍ଷରୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି।

ଅଧିକ ପଢ଼ନ୍ତୁ: ତାପମାତ୍ରା: ମାଲକାନଗିରିରେ ସର୍ବାଧିକ ୩୫.୬ ଡିଗ୍ରି, ଫୁଲବାଣୀରେ ସର୍ବନିମ୍ନ ୧୨.୫ ଡିଗ୍ରି ସେଲସିୟସ୍ ରେକର୍ଡ

କନ୍ଧମାଳ ଜିଲ୍ଲାପାଳ ଅମୃତ ଋତୁରାଜ ଉପସ୍ଥିତ ରହି ସମସ୍ତଙ୍କୁ ପଟ୍ଟା ବଣ୍ଟନ କରିଥିବା ବେଳେ ପିଏ ଆଇଟିଡିଏ ବାଲିଗୁଡା ଗଦାଧର ପାତ୍ର,ବିଡ଼ିଓ ମନୋଜ କୁମାର ଦେବତା ତହସିଲଦାର ରଞ୍ଜନ କୁମାର ସାହୁ ଉପସ୍ଥିତ ଥିଲେ। 

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫଟୋ ହଟିବା ପରେ ବର୍ଷିଲା ଆପ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe