କରୋନା ସତର୍କତା ପାଇଁ ୩୧ ଯାଏଁ ଡ୍ରାଇଭିଂ ଓ ଲର୍ଣ୍ଣିଂ ଲାଇସେନସ ଟେଷ୍ଟ ଉପରେ ଲାଗିଲା ରୋକ

ରାଜ୍ୟ ପରିବହନ କର୍ତ୍ତୃପକ୍ଷ-ଏନ୍‌ଏସ୍‌ଆଇସି ଚୁକ୍ତି : ଆରଟିଓରୁ ଉଠିଯିବ ଧାଡ଼ି ବ୍ୟବସ୍ଥା

ଭୁବନେଶ୍ୱର: ଡ୍ରାଇଭିଂ ଓ ଲର୍ଣ୍ଣିଂ ଲାଇସେନସ ଟେଷ୍ଟ ଉପରେ ଲାଗିଲା ରୋକ ଲାଗିଛି। ପରିବହନ କମିସନର ୧୮ ରୁ ୩୧ ତାରିଖ ଯାଏଁ ବନ୍ଦ ରଖିବାକୁ ଚିଠି ଲେଖିଛନ୍ତି। କରୋନା ଭାଇରସ ସତର୍କତା ପାଇଁ ପରିବହନ ବିଭାଗ ଆସନ୍ତା ୩୧ ତାରିଖ ଯାଏଁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ କରିଦେଇଛନ୍ତି।

publive-image

ପରିବହନ କାର୍ଯ୍ୟାଳୟରେ ଲୋକଗହଳି ବାରଣ ଲାଗି ଡିଏଲ୍‌ ଟେଷ୍ଟ ସ୍ଥଗିତ କରିଦିଆଯାଇଛି। ଏନେଇ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe